#ଦେହସାରା_ପୁଳାପୁଳା_ଗଞ୍ଜେଇଦେହରେ ଷ୍ଟିକର୍ ଲଗାଇ ଗଞ୍ଜେଇ ଚାଲାଣ। ଆପଣ ବି ଦେଖିଲେ ତାଜୁବ ହୋଇଯିବେ । ବାଇକ୍, ବୋଲେରୋ କି ବ୍ୟାଗରେ ନୁହେଁ, ଶରୀରରେ ଗଞ୍ଜେଇକୁ ଷ୍ଟିକର୍ ମାରି ତା ଉପରେ ସାର୍ଟ ପିନ୍ଧି ଚାଲାଣ କରୁଥିଲା ଅଭିଯୁକ୍ତ ପର୍ଦ୍ଦାଫାସ କରିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳବାଇ ପୋଲିସ ।#Bolangir #Odisha #OTV pic.twitter.com/l425f6F54R— ଓଟିଭି (@otvkhabar) October 13, 2025
#ଦେହସାରା_ପୁଳାପୁଳା_ଗଞ୍ଜେଇଦେହରେ ଷ୍ଟିକର୍ ଲଗାଇ ଗଞ୍ଜେଇ ଚାଲାଣ। ଆପଣ ବି ଦେଖିଲେ ତାଜୁବ ହୋଇଯିବେ । ବାଇକ୍, ବୋଲେରୋ କି ବ୍ୟାଗରେ ନୁହେଁ, ଶରୀରରେ ଗଞ୍ଜେଇକୁ ଷ୍ଟିକର୍ ମାରି ତା ଉପରେ ସାର୍ଟ ପିନ୍ଧି ଚାଲାଣ କରୁଥିଲା ଅଭିଯୁକ୍ତ ପର୍ଦ୍ଦାଫାସ କରିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳବାଇ ପୋଲିସ ।#Bolangir #Odisha #OTV pic.twitter.com/l425f6F54R